ଯଶିପୁର: ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ସୀମାନ୍ତବର୍ତୀ ଅଞ୍ଚଳରେ ହାତୀ ଆତଙ୍କ । ହାତୀ ପଲରେ ଅଛନ୍ତି ୨୫ ଟି ହାତୀ
ଗତକାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ପଟୁ ଓଡିଶାକୁ ୨୫ ଟିକିଆ ହାତୀପଲ ପ୍ରବେଶ କରିଥିଲେ । ରରୁଆ ବ୍ଲକ ଅନ୍ତର୍ଗତ ଫୁଲକମ୍ପ ରେ ଗୋଟିଏ ଘର ଭଙ୍ଗିବା ସହିତ ଧାନ ଚାଉଳ ଖାଇ ଦେଇଛନ୍ତି