ସୁକିନ୍ଦା: ରାଷ୍ଟ୍ରୀୟ ଏକତା ଦିବସ: ଯାଜପୁରରୁ ଗୁଜରାଟ ଯିବେ 50 ଜଣ
Sukinda, Jajpur | Oct 27, 2026 ରାଷ୍ଟ୍ରୀୟ ଏକତା ଦିବସ ଓ ନକ୍ସଲ ମୁକ୍ତ ଭାରତ ଅଭିଯାନ ପାଇଁ ଯାଜପୁରରୁ 50 ଜଣ ପ୍ରତିନିଧି ଗୁଜରାଟର ଏକତାନଗର ଯିବେ। ଆଜି ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।