#ଦ୍ୱିତୀୟ_ଦିନରେ_ଜମୁଛି_କେନ୍ଦ୍ରାପଡ଼ା_ଗଜଲକ୍ଷ୍ମୀ_ପୂଜା
ଦ୍ୱିତୀୟ ଦିନରେ ଜମିଉଠିଛି କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ମା'ଙ୍କ ଦର୍ଶନ ପାଇଁ ମଣ୍ଡପମାନଙ୍କରେ ଲାଗିଛି ଭକ୍ତଙ୍କ ଭିଡ଼ । ଆଲୋକମାଳାରେ ଝଲସୁଛି ସାରା ସହର, ଢାକ ଢୋଲ ଶବ୍ଦରେ ପ୍ରକମ୍ପିତ ହେଉଛି ପରିବେଶ । ମା' ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ନେବାକୁ ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ । ଜୟ ମା' ଗଜଲକ୍ଷ୍ମୀ
#GajaLakshmiPuja #Kendrapara #ଗଜଲକ୍ଷ୍ମୀପୂଜା #କେନ୍ଦ୍ରାପଡ଼ା #OdishaFestival
Bhubaneswar, Khordha | Oct 28, 2026