Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka
No video available

नजराने के तौर पर 2000 से कम नहीं #आंगनबाड़ी खैरा #जमुई

Khaira, Jamui | Feb 9, 2025

MORE NEWS

ଜଳେଶ୍ବର: ଖାଲିନା-ବାଇଗଣବାଡିଆ ରାସ୍ତା କିଛି ସ୍ୱାର୍ଥବାଦୀ  ନିମ୍ନମାନର ଅଭିଯୋଗ ନେଇ ଗ୍ରାମବାସୀଙ୍କ ପ୍ରତିକ୍ରିୟା

ଜଳେଶ୍ବର: ଖାଲିନା-ବାଇଗଣବାଡିଆ ରାସ୍ତା କିଛି ସ୍ୱାର୍ଥବାଦୀ ନିମ୍ନମାନର ଅଭିଯୋଗ ନେଇ ଗ୍ରାମବାସୀଙ୍କ ପ୍ରତିକ୍ରିୟା

Jaleswar, Balasore | Jun 24, 2026

କିଛି ସ୍ୱାର୍ଥବାଦୀ ନିମ୍ନମାନର ଅଭିଯୋଗ କରିଥିଲେ.... 
ଆମ ରାସ୍ତା ହେଉ, ଯିଏ ନିମ୍ନମାନର ଅଭିଯୋଗ କରୁଛି ସେ ଏଠି ଆସି ରହୁ :ଗ୍ରାମବାସୀ 
ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖାଲିନା-ବାଇଗଣବାଡିଆ ରାସ୍ତା  l ଏମିତି କିଛି କହିଲେ ଗ୍ରାମବାସୀ
Surajtv Surajtv Odia PMO India CMO Odisha Brajamohan Pradhan Pratap Chandra Sarangi #rddepartment #balasore

କିଛି ସ୍ୱାର୍ଥବାଦୀ ନିମ୍ନମାନର ଅଭିଯୋଗ କରିଥିଲେ.... ଆମ ରାସ୍ତା ହେଉ, ଯିଏ ନିମ୍ନମାନର ଅଭିଯୋଗ କରୁଛି ସେ ଏଠି ଆସି ରହୁ :ଗ୍ରାମବାସୀ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖାଲିନା-ବାଇଗଣବାଡିଆ ରାସ୍ତା l ଏମିତି କିଛି କହିଲେ ଗ୍ରାମବାସୀ Surajtv Surajtv Odia PMO India CMO Odisha Brajamohan Pradhan Pratap Chandra Sarangi #rddepartment #balasore

Basta, Balasore | Jun 24, 2026

#ଆଗରେଚାଲିଥିଲା_ମିଠାଇ_ବିକ୍ରି_ପଛରେ_ଗ୍ୟାସ_ରାକେଟ । 
#୨୫ଟି_ବେଆଇନ_ଗ୍ୟାସ_ସିଲିଣ୍ଡର_ଜବଦ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାଳାହି ସ୍କୁଲଛକ ନିକଟରେ ଥିବା କାଳୀମାତା ସୁଇଟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।ଭୋଗରାଇ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ଖବର ପାଇ ଆଜି ଚଢ଼ାଉ କରିଥିବା ବେଳେ ଘଟଣା ସ୍ଥଳରେ ବଢ଼ିଥିଲା ଯୁକ୍ତିତର୍କ । ଦୀର୍ଘ ସମୟ ଚଢ଼ାଉ ପରେ ୨୫ ଟି ଗ୍ୟାସ ସିଲିଣ୍ଡର ଜବଦ ସହିତ ଗ୍ୟାସ ଚୁଲାକୁ ମଧ୍ୟ ଜବଦ କରିଛନ୍ତି । 
#bharatnewsodia #balasore #bhogorai #ambikaprasadratha

#ଆଗରେଚାଲିଥିଲା_ମିଠାଇ_ବିକ୍ରି_ପଛରେ_ଗ୍ୟାସ_ରାକେଟ । #୨୫ଟି_ବେଆଇନ_ଗ୍ୟାସ_ସିଲିଣ୍ଡର_ଜବଦ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାଳାହି ସ୍କୁଲଛକ ନିକଟରେ ଥିବା କାଳୀମାତା ସୁଇଟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।ଭୋଗରାଇ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ଖବର ପାଇ ଆଜି ଚଢ଼ାଉ କରିଥିବା ବେଳେ ଘଟଣା ସ୍ଥଳରେ ବଢ଼ିଥିଲା ଯୁକ୍ତିତର୍କ । ଦୀର୍ଘ ସମୟ ଚଢ଼ାଉ ପରେ ୨୫ ଟି ଗ୍ୟାସ ସିଲିଣ୍ଡର ଜବଦ ସହିତ ଗ୍ୟାସ ଚୁଲାକୁ ମଧ୍ୟ ଜବଦ କରିଛନ୍ତି । #bharatnewsodia #balasore #bhogorai #ambikaprasadratha

Singla, Balasore | Jun 24, 2026