Public App Logo
Jansamasya
Shortnews
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews

ନବରଙ୍ଗପୁର ପୋଲିସ ଷ୍ଟେସନ: ଗାଦବା କତରା ର ଜଣେ ଗର୍ଭବତୀ ମହିଳାଙ୍କର ଭୁଲ ଇଞ୍ଜେକ୍ସନ ଯୋଗୁଁ ମୃତ୍ୟୁ ଅଭିଯୋଗ ଘଟଣାର ତଦନ୍ତ ହେବ, ନିଜ କାର୍ଯ୍ୟାଳୟରେ ମତ ଦେଲେ ସିଡିଏମଓ

ଅନୁପସ୍ଥିତ ଥିଲେ ଡାକ୍ତର, ନର୍ସ ଦେଇଥିଲେ ଇଞ୍ଜେକେସନ, ଆଉ କିଛି ସମୟ ଭିତରେ ଚାଲିଗଲା ମୋ ଗର୍ଭବତୀ ସ୍ତ୍ରୀ ର ଜୀବନ ଏଭଳି ଅଭିଯୋଗ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ସନ୍ତୋଷ ପଣ୍ଡା ଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ତ ହେଇଛନ୍ତି ଜଣେ ସ୍ୱାମୀ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବକାଳୀନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାକୁ ନେଇ ସିଡିଏମଓଙ୍କୁ ପରିବାର ଭେଟି ଚିକିତ୍ସାରେ ଅବହେଳା କୁ ଦାୟୀ କରିଛନ୍ତି ।
ନବରଙ୍ଗପୁର ପୋଲିସ ଷ୍ଟେସନ: ଗାଦବା କତରା ର ଜଣେ ଗର୍ଭବତୀ ମହିଳାଙ୍କର ଭୁଲ ଇଞ୍ଜେକ୍ସନ ଯୋଗୁଁ ମୃତ୍ୟୁ ଅଭିଯୋଗ ଘଟଣାର ତଦନ୍ତ ହେବ, ନିଜ କାର୍ଯ୍ୟାଳୟରେ ମତ ଦେଲେ ସିଡିଏମଓ - Nabarangapur PS News