ଭୁବନେଶ୍ୱର: ଭୁବନେଶ୍ୱରରୁ ଗୁଜରାଟର ଏକତା ନଗରୀ ଅଭିମୁଖେ ଛାଡିଲା ସ୍ୱତନ୍ତ୍ର ଟ୍ରେନ୍
Bhubaneswar, Khordha | Oct 27, 2026
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଭୁବନେଶ୍ୱରରୁ ଗୁଜରାଟର ଏକତା ନଗରୀ ଅଭିମୁଖେ ଯାତ୍ରା କରୁଥିବା ସ୍ୱତନ୍ତ୍ର ଟ୍ରେନ୍କୁ ଶୁଭାରମ୍ଭ କରାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନାଗରିକମାନେ ଏହି ଜାତୀୟ ସ୍ତରର ସମାରୋହରେ ଯୋଗଦେବା ପାଇଁ ଯାତ୍ରା କରୁଛନ୍ତି।