ଝାରସୁଗୁଡା: ରେଳପୋଲରେ ଜଳସ୍ତର ବୃଦ୍ଧି: ବଦଳିଲା ବିବେକ ଏକ୍ସପ୍ରେସ ସମେତ ୨ଟି ଟ୍ରେନର ଗତିପଥ
ରେଳପୋଲ ନିକଟରେ ଜଳସ୍ତର ବିପଦ ସଙ୍କେତ ଉପରେ ଥିବାରୁ ବିବେକ ଏକ୍ସପ୍ରେସ ଓ ଗୁରୁଦେବ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି। ଝାରସୁଗୁଡ଼ା ଓ ସମ୍ବଲପୁର ଦେଇ ଏହି ଟ୍ରେନ୍ ଗୁଡ଼ିକ ଗତି କରିବ। ଯାତ୍ରୀମାନେ ଯାତ୍ରା ପୂର୍ବରୁ ଅଧିକୃତ ସୂଚନା ଯାଞ୍ଚ କରିବାକୁ ପରାମର୍ଶ।