କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କୋରାପୁଟ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ।
🔹 HALର ଶକ୍ତି ବୃଦ୍ଧି ପାଇଁ ସରକାରଙ୍କ ଉଦ୍ୟମ
🔹 ସ୍ଥାନୀୟ ଅଞ୍ଚଳରେ ବଢ଼ିବ ନିଯୁକ୍ତି ସୁଯୋଗ
🔹 କୋରାପୁଟରେ ରହିଛି ଅପାର ସମ୍ଭାବନା
ବିଧାୟକଙ୍କ ମତରେ, HALର କାର୍ଯ୍ୟକ୍ଷମତା ଓ ବିସ୍ତାର ହେଲେ କୋରାପୁଟ ଅଞ୍ଚଳରେ ନିଯୁକ୍ତି, ଶିଳ୍ପ ଓ ବିକାଶର ନୂଆ ସୁଯୋଗ ସୃଷ୍ଟି ହୋଇପାରେ।
📍 ସୁନାବେଡ଼ା | କୋରାପୁଟ
#Koraput #RajnathSingh #HAL #Sunabeda #KoraputNews #OdishaNews #Defence #Employment #KoraputUpdates #ଓଡ଼ିଶାଖବର #କୋରାପୁଟ_ଖବର #National24
Khordha, Khordha | Oct 6, 2026