ନୂଆପଡା: ନୂଆପଡା ଶାଖାତୋରାରେ ଗୌରୀ ଗୌରା ପୂଜା: ବିଧାୟକ ଜୟ ଢୋଲକିଆ କଲେ ଅଂଶଗ୍ରହଣ
ନୂଆପଡା ଏନ ଏ ସି ୱାର୍ଡ ନମ୍ବର ୧ ଶାଖାତୋରା ଠାରେ ଗୌରୀ ଗୌରା ପୂଜା ଅନୁଷ୍ଠିତ। ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜକଙ୍କୁ ସାଧୁବାଦ ଜଣାଇଛନ୍ତି। ବିଭିନ୍ନ କାଉନସିଲର ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।