Public App Logo
ଭଦ୍ରକ ଜିଲ୍ଲାର ଏରେଇଁ ପଞ୍ଚାୟତରେ ଗତ ୪ ଦିନ ଧରି.....ଏକ ଅମାନିଆ ମାଙ୍କଡ଼ ଲୋକଙ୍କ ପାଇଁ ଆତଙ୍କର କାରଣ ପାଲଟିଥିଲା....... ମାଙ୍କଡ଼ଟି ଗାଁର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକ୍ରମଣ କରି ୨୦ରୁ ଅଧିକ ଲୋକଙ୍କୁ କାମୁଡ଼ି ଆହତ କରିଥିଲା........ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ମିର୍ଜାଙ୍କ ସହଯୋଗରେ ଅମାନିଆ ମାଙ୍କଡ଼ଟିକୁ ସଫଳତାର ସହ ଉଦ୍ଧାର କରିଥିଲେ........| - Dhamanagar News