ଝାରସୁଗୁଡା: ବିଶ୍ୱ ମଧୁମେହ ଦିବସ: ସୁସ୍ଥ ରହିବା ପାଇଁ ସଚେତନତା ଓ ଶୃଙ୍ଖଳିତ ଜୀବନଶୈଳୀ ଜରୁରୀ
ବିଶ୍ୱ ମଧୁମେହ ଦିବସ ଅବସରରେ ପୂର୍ବତନ ଝାରସୁଗୁଡ଼ା ବିଧାୟକ ଦୀପାଳି ଦାସ ସଚେତନତା ଓ ଶୃଙ୍ଖଳିତ ଜୀବନଶୈଳୀ ମଧୁମେହ ନିୟନ୍ତ୍ରଣର ମୂଳମନ୍ତ୍ର ବୋଲି କହିଛନ୍ତି । ସଠିକ୍ ଖାଦ୍ୟପେୟ, ନିୟମିତ ବ୍ୟାୟାମ ଓ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ।