କଟକର ରଘୁନାଥଜୀଉ ମହାବିଦ୍ୟାଳୟର ମୁଖ୍ୟ ଫାଟକ ଉଦଘାଟିତ ହୋଇଯାଇଛି। ବାରବାଟି କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଛନ୍ତି।