କଟକ ପୌରାଞ୍ଚଳ: ଅସୁସ୍ଥ ବିଜେପି ନେତା ସୁଦିପ୍ତ କୁମାର ରାୟଙ୍କୁ ଭେଟିଲେ ବାଚସ୍ପତି ସୁରମା ପାଢ଼ୀ
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବିଜେପି ବରିଷ୍ଠ ନେତା ସୁଦିପ୍ତ କୁମାର ରାୟ । ତାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ବାଚସ୍ପତି ସୁରମା ପାଢ଼ୀ ଓ ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ ।