ଭୋଗରାଇ: ଡ. କାର୍ତ୍ତିକେଶ୍ଵର ପାତ୍ରଙ୍କ 87 ତମ ଜୟନ୍ତୀ ପାଳିତ, ବିଧାୟକ ଦେଲେ ଶ୍ରଦ୍ଧାଞ୍ଜଳି
ଭୋଗରାଇର ପୂର୍ବତନ ବିଧାୟକ ତଥା ସାଂସଦ ସ୍ଵର୍ଗତ ଡ. କାର୍ତ୍ତିକେଶ୍ଵର ପାତ୍ରଙ୍କ 87 ତମ ଜୟନ୍ତୀ ରସିଦପୁର ଜଗନ୍ନାଥ ମନ୍ଦିର ପରିସରରେ ପାଳିତ ହୋଇଛି। କାର୍ତ୍ତିକେଶ୍ଵର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତାକୁ ବିଧାୟକ ଉଦଘାଟନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।