ବ୍ରହ୍ମପୁର ଏମକେସିଜି ମେଡିକାଲ ଡାକ୍ତରୀ ଛାତ୍ର ସାଗର ସାହୁ ନିଖୋଜ ଘଟଣା, 72 ଘଣ୍ଟା ବିତିଲା ମିଳୁନି ପତ୍ତା, ବ୍ରହ୍ମପୁରରେ ପହଂଚି ଖୋଜାଖୋଜି କରୁଛନ୍ତି ପରିବାରବର୍ଗ , ବ୍ରହ୍ମପୁର ଏସପି ଙ୍କୁ ଭେଟିଲେ ପରିବାର ବର୍ଗ, ନିଖୋଜ ସଗାରକୁ ଖୋଜିବା କୁ କଲେ ମିନତି
#gtvnewsodisha #berhampur #ganjam #odisha #silkcity
Ganjam, Ganjam | Sep 3, 2026