ଭୁବନେଶ୍ୱର: ଭୁବନେଶ୍ୱର AIIMS ରେ ରୋଗୀଙ୍କୁ ଭେଟିଲେ ସାଂସଦ ସମ୍ବିତ ପାତ୍ର
Bhubaneswar, Khordha | Oct 20, 2026
ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଚିଲିକା ନିର୍ବାଚନ ମଣ୍ଡଳୀର ଶ୍ରୀ ଲକ୍ଷ୍ମୀଧର ଘଡ଼ାଇଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପୁରୀ ସାଂସଦ ସମ୍ବିତ ପାତ୍ର। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସାଂସଦ।