ସ୍ୱଚ୍ଛତା ହିଁ ସେବା ଅଭିଯାନ, ଗୋଲାମୁଣ୍ଡାରେ ସ୍ୱଚ୍ଛତାର ବାର୍ତ୍ତା
ମହାତ୍ମା ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ ପାଳିତ ହେଉଛି ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାଠାରେ ପଞ୍ଚାୟତ ସମିତି ଗୋଲାମୁଣ୍ଡା, ରିଲାଏନ୍ସ ଫାଉଣ୍ଡେସନ୍ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ କର୍ତ୍ତବ୍ୟ ର ମିଳିତ ସହଯୋଗରେ ଆୟୋଜିତ ହୋଇଛି ସ୍ୱଚ୍ଛତା ଅଭିଯାନ। ଗୋଲାମୁଣ୍ଡା ପଞ୍ଚାୟତ ସମିତି ପରିସର ଏବଂ ମା’ ମଙ୍ଗଳା ମନ୍ଦିର ଅଞ୍ଚଳରେ ଆୟୋଜିତ ହୋଇଥିଲା ଏହି ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ।
Surajtv Surajtv Odia CMO Odisha #golamunda #kalahandi #odisha Malvika Devi