Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Iyc
Bollywood
दिल्ली
Breakingnews
महिला
Narendramodi
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Uttarpradesh

ଧର୍ମଗଡ: ଚିଲିଚିଲା ଠାରେ ଟ୍ରାକ୍ଟର ରେ ନିଆଁ ଲାଗି ହୁ ହୁ ହୋଇ ଜଳିଲା ଗାଡି, ଲୋକେ ଭୟଭିତ।

Dharamgarh, Kalahandi | Nov 24, 2025
ଧର୍ମଗଡ ବ୍ଲକ ଚିଲିଚିଲା ଗାଁ ସ୍ଥିତ ଏକ ଧାନ ଖଳା ରେ କାମ କରୁଥିବା ଟ୍ରାକ୍ଟର ରେ ହଠାତ ନିଆଁ ଲାଗି ହୁ ହୁ ହୋଇ ଜଳି ଯାଇଥିଲା।ଡ୍ରାଇଭର ଗାଡି ର ଷ୍ଟାର୍ଟ ବନ୍ଦ କରିବାକୁ ଯାଇଥିବା ବେଳେ ତାଙ୍କ ଦେହ ରେ ନିଆଁ ଲାଗି ଯାଇଥିଲା। ଗୁରୁତର ଡ୍ରାଇଭର ହେଲେ ଅଭି ରଣା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରିଥିଲେ।

MORE NEWS