ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଲା ଯୁବ ନେତୃତ୍ୱ ସମାବେଶ-2026
Bhubaneswar, Khordha | Oct 19, 2026
ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି 'ଯୁବ ନେତୃତ୍ୱ ସମାବେଶ-2026'। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଛାତ୍ର ନିର୍ବାଚିତ ପ୍ରତିନିଧି ଏବଂ ଶହ ଶହ ଯୁବଛାତ୍ର ସାମିଲ ହୋଇଥିଲେ। ବିକଶିତ ଓଡ଼ିଶା ଓ ଭାରତ ଗଠନ ପାଇଁ ଯୁବପିଢ଼ିଙ୍କ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦିଆଯାଇଛି।