ଭୁବନେଶ୍ୱର: ମୟୂରଭଞ୍ଜରେ ରେଡ୍ ଆଲର୍ଟ ସହ ବର୍ଷା, 13 ଜିଲ୍ଲାରେ ୟେଲୋ ଓ ଅରେଞ୍ଜ ୱର୍ଣ୍ଣିଂ
Bhubaneswar, Khordha | Sep 10, 2026
ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି। ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝରରେ ଅରେଞ୍ଜ ୱର୍ଣ୍ଣିଂ ଓ 13 ଜିଲ୍ଲାରେ ୟେଲୋ ୱର୍ଣ୍ଣିଂ ସହ ବିଜୁଳି ଘଡ଼ଘଡ଼ି ଓ 30ରୁ 50 କିଲୋମିଟର ବେଗରେ ବାତାସ ପାଇଁ ସତର୍କତା ଜାରି।