ନୂତନ ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରିବା, ଉଚ୍ଚଶିକ୍ଷା ନିମନ୍ତେ ଆସନ ବୃଦ୍ଧି କରିବା, ଡାଇନାମିକ ଷ୍ଟାଇପେଣ୍ଟ ପ୍ରଦାନ କରିବା ଆଦି ଆଠଦଫା ଦାବି ନେଇ ଆୟୁଷ ଛାତ୍ରଛାତ୍ରୀଙ୍କର ଏକ ରାଲି ରାଉରକେଲା ନୟା ବଜାର ରୁ ବିଶ୍ରା ଛକ ପର୍ଯ୍ୟନ୍ତ ଯାଇଥିଲା। ଗୁରୁବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆୟୁଷ ଛାତ୍ର।