କଟକ ପୌରାଞ୍ଚଳ: ସାଲେପୁର ମୁତାରିଫା ପଦ୍ମପୁରରେ କଟକ ଜ଼ିଲ୍ଲାସ୍ତରୀୟ ଇଜ୍ତେମା କାର୍ଯ୍ୟକ୍ରମ
ସାଲେପୁର ବ୍ଲକ ମୁତାରିଫା ପଦ୍ମପୁର ଠାରେ ଆୟୋଜିତ କଟକ ଜ଼ିଲ୍ଲାସ୍ତରୀୟ ଇଜ୍ତେମା କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରକାଶ ଚନ୍ଦ୍ର ବେହେରା। ସେ ସ୍ଥାନୀୟ ମୁସଲିମ ଭାଇ ଓ ଭଉଣୀମାନଙ୍କ ସହ ସମୟ ଅତିବାହିତ କରି ଶୁଭେଚ୍ଛା ଜଣାଇଛନ୍ତି।