ଆବାସ ଗୃହ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି ଅର୍ଥ ସାଜିଛି ବାଧକ। ଅର୍ଥ ସାଜିଛି ବାଧକ, ଚାରି ବର୍ଷ ପୂର୍ବରୁ ମିଳିଥିବା ଆବାସ ଗୃହ କାର୍ଯ୍ୟ କରିବାରେ ସକ୍ଷମ ହୋଇ ପାରିନାହାନ୍ତି ଜଣେ ହିତାଧିକାରୀ। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତ ଜକିକିଆ ଗାଁରେ। ସୂଚନା ଯୋଗ୍ୟ ଯେ ଜଣେ ହିତାଧିକାରୀ ରେମନ୍ତି ମଲିକ ତାଙ୍କୁ ଚାରି ବର୍ଷ ପୂର୍ବରୁ ଆବାସ ଗୃହ ମଞ୍ଜୁରୀ ହୋଇ ଗୃହ କାର୍ଯ୍ୟ ନିର୍ମାଣ ନିର୍ଦ୍ଦେଶନାମା ଦିଆଯାଇଥିଲା ହେଲେ ଅର୍ଥ ଅଭାବ କାରଣରୁ ଅଧ ନିର୍ମିତ ହୋଇ ସେଇ ଆବାସ ଗୃହ ଥିବା ବେଳେ ଚାରି ଜଣ ଛୋଟ ଛୋଟ ଛୁଆଙ୍କୁ ନେଇ