କଣ୍ଟାବାଞ୍ଜି: ବିଇଡି ନାମଲେଖା ନାଁରେ ୧୫ ଲକ୍ଷର ଠକେଇ: କଣ୍ଟାବାଞ୍ଜି ଥାନାରେ ଏତଲା
ଆନ୍ଧ୍ରପ୍ରଦେଶର ଏକ ବିଇଡି କଲେଜରେ ନାମଲେଖା ନାଁରେ ୫୫ ଜଣ ଛାତ୍ରଛାତ୍ରୀଙ୍କଠାରୁ ୧୫ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ। ଜଣକ ପିଛା ୧ ଲକ୍ଷ ୪୦ ହଜାର ଟଙ୍କା ନେଇ ସାର୍ଟିଫିକେଟ ଦେବାରେ ବିଫଳ ହୋଇଥିବା ନେଇ କଣ୍ଟାବାଞ୍ଜି ଥାନାରେ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ।