Public App Logo
Jansamasya
News
Bjp
National
Bihar
India
कांग्रेस
बीजेपी
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Jharkhand
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
No video available

ଅସ୍ତରଙ୍ଗ: ମଦ୍ୟପାନ କରି ବାଇକ୍ ଚଳାଇବା ପଡିଲା ମହଙ୍ଗା, ଅସ୍ତରଙ୍ଗ ବଜାରରୁ ବାଇକ୍ ଜବତ ସହ ଅଭିଯୁକ୍ତ ଗିରଫ, ଥାନାରେ ମାମଲା ରୁଜୁ

Astaranga, Puri | Oct 9, 2024
ଗତକାଲି ଅସ୍ତରଙ୍ଗ ପୋଲିସ ପକ୍ଷରୁ ବଜାରରେ ପେଟ୍ରୋଲିଂ କରାଯାଉଥିବା ବେଳେ ଏହି ଥାନା ଅନ୍ତର୍ଗତ ପାଟଳଦା ଗ୍ରାମର ନରସିଂହ ତ୍ରିପାଠୀ ନାମକ ଜଣେ ଯୁବକ ବେପରୁଆ ଭାବରେ ବାଇକ୍ ଚଳାଇବା ସମୟରେ ପୋଲିସ ଟିମ ତାକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ନରସିଂହ ନିଶାଗ୍ରସ୍ତ ଥିବା ଦେଖି ପୋଲିସ ଟିମ ତାକୁ ନେଇ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ଅତ୍ୟଧିକ ମଦ୍ୟପାନ କରିଥିବା ଜଣା ପଡ଼ିଥିଲା। ପରେ 4ପୋଲିସ ଟିମ୍ ବାଇକ୍ ସହ ଅଭିଯୁକ୍ତକୁ ଗିରଫ କରି ଥାନାରେ ଏକ ମାମଲା ରୁଜୁ କରିଥିବା ବେଳେ ଆଜି ମଧ୍ୟାହ୍ନ 12ଟାରେ ଅଭିଯୁକ୍ତକୁ ଧାରା 41ରେ ଛଡ଼ା ଯାଇଛି।

MORE NEWS