ଭଞ୍ଜନଗର: PM Gopinath Swami Nodal Vidyapeethaରେ ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ପି ଏମ ଶ୍ରୀ ଗୋପୀନାଥ ସ୍ୱାମୀ ନୋଡାଲ ବିଦ୍ୟାପୀଠରେ ପ୍ରାୟ ଦୁଇଶହ କ୍ରୀଡା ପ୍ରତିଯୋଗୀଙ୍କ ସହ ମଣ୍ଡଳ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନେକ ଆଥେଲେଟିକ୍ ଓ ଦଳଗତ କ୍ରୀଡାରେ ଯୋଗ ଦେଇଛନ୍ତି।