#ମାଲକାନଗିରିରେ_ଯୁବକଙ୍କ_ମୃତ୍ୟୁକୁ_ନେଇ_ଉତ୍ତେଜନା
ମାଲକାନଗିରି ହୋଟେଲରୁ ବାପନ ଦେଙ୍କ ମୃତଦେହ ଉଦ୍ଧାର;
ହରିୟାଣା ପୋଲିସ ପିଟିପିଟି ହତ୍ୟା କରିଥିବା ପରିବାରର ଅଭିଯୋଗ
ଗଞ୍ଜେଇ ମାମଲାରେ ସନ୍ଦେହ କରି ହୋଟେଲରେ ରଖିଥିବା ଯୁବକଙ୍କ ମୃତ୍ୟୁ; ପରିବାର ଓ ଗ୍ରାମବାସୀଙ୍କ ଥାନା ଘେରାଉ
#Malkangiri #Kalimela #HaryanaPolice #YouthDeath #FamilyAllegation #OdishaNews #Odisha #malkangirinews #kalimelanews #newodishatv
MV 79, Malkangiri | Oct 29, 2026