Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ବହୁ ଚର୍ଚିତ କନେଷ୍ଟବଳ ଆଶୁତୋଷ ପେଟ୍ରୋଲ ଢାଳି ନିଆଁରେ ପୋଡି ହେବା ଘଟଣା ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଲେ ଆଶୁତୋଷ । ଜୀବନ ଯୁଦ୍ଧରେ ଆଠ ଦିନର ସଂଘର୍ଷ ପରେ ଆଖି ବୁଜିଲେ ଆଶୁତୋଷ ।ସିସିଟିଭି ଓ ପାରିପାର୍ଶିକ ସ୍ଥିତିକୁ ଆଧାର କରି ପୁଲିସ କରୁଛି ତଦନ୍ତ., ଘଟଣାରେ ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ ହେବ।ଜଣେ ଡ଼ିଏସପି କରିବେ ତଦନ୍ତ । #gtvnewsodisha #berhampur #silkcity #Odisha

Ganjam, Ganjam | Jun 12, 2026

MORE NEWS

ଏମ୍ ଭି କନଷ୍ଟେବଳ ଆଶୁତୋଷ ମୃତ୍ୟୁ ଘଟଣା କୁ ନେଇ ପାଣ୍ଡବ ନଗର ଅଞ୍ଚଳବାସୀଙ୍କ  ଦ୍ୱାରା ମୃତଦେହ ରଖି ରାତିସାରା ରାସ୍ତାରୋକ , ବ୍ରହ୍ମପୁର ଏସପି ଏବଂ ଉପଜିଲ୍ଲାପାଳ ଙ୍କ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ।

 #gtvnewsodisha #silkcity #Odisha #berhampur #ganjam

ଏମ୍ ଭି କନଷ୍ଟେବଳ ଆଶୁତୋଷ ମୃତ୍ୟୁ ଘଟଣା କୁ ନେଇ ପାଣ୍ଡବ ନଗର ଅଞ୍ଚଳବାସୀଙ୍କ ଦ୍ୱାରା ମୃତଦେହ ରଖି ରାତିସାରା ରାସ୍ତାରୋକ , ବ୍ରହ୍ମପୁର ଏସପି ଏବଂ ଉପଜିଲ୍ଲାପାଳ ଙ୍କ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ। #gtvnewsodisha #silkcity #Odisha #berhampur #ganjam

Ganjam, Ganjam | Jun 13, 2026

ରେଳୱେ ଚାକରି କରେଇ ଦେବା ନାଁ ରେ ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ Iଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଓଲଟପୁର ଗ୍ରାମର ଗଦାଧର ନାଥ l ଗିରଫ ଅଭିଯୁକ୍ତ ଠାରୁ ନିକଲି ନିଯୁକ୍ତି ପତ୍ର ସହ ଦେଢ଼ ଲକ୍ଷ ଟଙ୍କା ଜବତ   ହୋଇଥିବା ସୂଚନା ଦେଇଛନ୍ତି ଆସିକା ଏସ.ଡି.ପି.ଓ ସୌରଭ ରଞ୍ଜନ ପ୍ରଧାନ l 
#fakejob #railway #arrest #aska #gtvnewsodisha

ରେଳୱେ ଚାକରି କରେଇ ଦେବା ନାଁ ରେ ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ Iଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଓଲଟପୁର ଗ୍ରାମର ଗଦାଧର ନାଥ l ଗିରଫ ଅଭିଯୁକ୍ତ ଠାରୁ ନିକଲି ନିଯୁକ୍ତି ପତ୍ର ସହ ଦେଢ଼ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ଆସିକା ଏସ.ଡି.ପି.ଓ ସୌରଭ ରଞ୍ଜନ ପ୍ରଧାନ l #fakejob #railway #arrest #aska #gtvnewsodisha

Ganjam, Ganjam | Jun 12, 2026

ପ୍ରେମିକାକୁ ହତ୍ୟା, ହତ୍ୟାକୁ ଦୁର୍ଘଟଣା ରୂପ ଦେବାକୁ ପ୍ରୟାସ . ଅଭିଯୁକ୍ତ ପ୍ରେମିକ କୁ ଗିରଫ କଲା ପୋଲିସ୍ ପ୍ରେମିକା କୁ ହତ୍ୟା କରି ପରେ ଦୁର୍ଘଟଣା ରୂପ ଦେବାକୁ ଯାଇ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ପ୍ରେମିକ।    
#love #murder #arrest #berhampur #gtvnewsodishq

ପ୍ରେମିକାକୁ ହତ୍ୟା, ହତ୍ୟାକୁ ଦୁର୍ଘଟଣା ରୂପ ଦେବାକୁ ପ୍ରୟାସ . ଅଭିଯୁକ୍ତ ପ୍ରେମିକ କୁ ଗିରଫ କଲା ପୋଲିସ୍ ପ୍ରେମିକା କୁ ହତ୍ୟା କରି ପରେ ଦୁର୍ଘଟଣା ରୂପ ଦେବାକୁ ଯାଇ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ପ୍ରେମିକ। #love #murder #arrest #berhampur #gtvnewsodishq

Ganjam, Ganjam | Jun 11, 2026