Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ଲୋଇସିଂହା: ଆଗଲପୁର ବଡ ଟୀକା ଗ୍ରାମରେ ପରିବା ଓ ଫୁଲ ଚାଷରେ ବିପ୍ଳବ ଜଣେ ଚାଷୀ ଦେଉଛନ୍ତି ରୋଜଗାର ଓ ପ୍ରେରଣା

Loisinga, Balangir | Dec 3, 2025
ମାଧିଆ ପାଲି ପେଟ୍ରୋଲ ପମ୍ପ ନିକଟରେ ଆଜି ରାତି ୯ଟା ସମୟ ରେ ଘଟିଥିବା ଦୁର୍ଘଟଣା ରେ ଦୁଇଟି ବାଇକ ମଧ୍ୟରେ ଜୋର ଧକା ହୋଇ, ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବ୍ୟକ୍ତି ଜଣକ ରଞ୍ଜନ ସୁନା ବୋଲି ଜଣାପଡିଛି, ଯିଏ ବୁରଡ଼ା ଅଞ୍ଚଳର ଥିବା କୁହାଯାଉଛି। ଘଟଣା ପରେ ତାଙ୍କୁ ସତର୍କତା ଭାବରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି, ସ୍ଥଳରୁ ଖବର ମିଳିଛି ଯେ ଦୁଇ ବାଇକ କିପରି ଧକ୍କା ଲାଗିଲା ବା କାହାର ଦୋଷ ଥିଲା, ତାହା ନେଇ ସଦର ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଓ ଭୟ ଦେଖାଦେଇଛି