ତାଳଚେର: ତାଳଚେର ବିଜେପି ବ୍ରାହ୍ମଣୀ ମଣ୍ଡଳର ନୂତନ ପଦାଧିକାରୀଙ୍କୁ ସମ୍ବର୍ଦ୍ଧନା
Talcher, Angul | Nov 21, 2026
ତାଳଚେର ବିଜେପି ବ୍ରାହ୍ମଣୀ ମଣ୍ଡଳର ସୁବ୍ରତ ପୃଷ୍ଟି, ସରୋଜ ସାହୁ ଓ ରାଜେଶ୍ ବୁର୍ଗୀଙ୍କୁ ବିଟିଏମଏସ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି । ସଭାପତି ରଙ୍ଗାଧର ନାହାକ ସଂଗଠନକୁ ମଜବୁତ କରିବା ଓ ଜନସାଧାରଣଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି ।