Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Gujarat
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
image
image

#ହଜିଥିବା_ଟଙ୍କା_ଏବଂ_ମୋବାଇଲ_ରାସ୍ତାରୁ_ପାଇ_ମାଲିକଙ୍କୁ_ଫେରାଇ #ମହାନତା_ଦେଖାଇଲେ_ଯୁବକ ବସ୍ତା ବ୍ଲକ କଇନଗରୀ ପଞ୍ଚାୟତ କଇନଗରୀ ଗ୍ରାମର ପ୍ରଭାକର ମାନ୍ନା ଙ୍କ ପୁଅ ଦୀପକ କୁମାର ମାନ୍ନା ଘର ପାଖରୁ ବସ୍ତା ଆଡକୁ ଯାଉଥିବାବେଳେ ପେଜଗଳା ପୋଲ ପାଖରେ ମୋବାଇଲ ଏବଂ କିଛି ଟଙ୍କା ରାସ୍ତାରେ ପଡିଯାଇଥିଲା,ଉକ୍ତ ରାସ୍ତା ଦେଇ ସିଂଲା ଗ୍ରାମର ତପନ କୁମାର ସେଠୀ ଟଙ୍କା ଏବଂ ମୋବାଇଲ ପାଇ ସିଂଲା ଥାନାରେ ପହଞ୍ଚି ଥାନା ସହାୟତାରେ ଉକ୍ତ ବ୍ୟକ୍ତି ଙ୍କୁ ଯୋଗାଯୋଗ କରିଥିଲେ,ଉକ୍ତ ବ୍ୟକ୍ତି ଜଣକ ଥାନାରେ ପହଞ୍ଚି ଥାନା ଏସ ଆଇ ତପନ କୁମାର ଜେନା ଏବଂ କନେଷ୍ଟବଳ ଜାଟା ହେମ୍ବ୍ରମ ଙ୍କ ଉପସ୍ଥିତିରେ ତାଙ୍କର ହଜିଯାଇଥିବା ଟଙ୍କା ଏବଂ ମୋବାଇଲ ଫେରି ପାଇବା ସହ ଏଭଳି ମହାନତା ଦେଖାଇ ଥିବା ତପନ ସେଠୀଙ୍କୁ ଧନ୍ୟବାଦ ଦେଇଥିଲେ ।

Singla, Balasore | Jul 8, 2026

MORE NEWS

#ପୁରି_ଜଗନ୍ନାଥ_ଦର୍ଶନ_ସାରି_ଘରକୁ_ଫେରୁଥିବା_ବେଳେ_ଦୁର୍ଘଟଣା ।
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୧୬ନମ୍ବର ଜାତୀୟ ରାଜପଥ ର କୁଣ୍ଡପୁର ଛକ ନିକଟରେ ଛିଡା ହୋଇଥିବା ଟ୍ରକ କୁ ପଛ ପଟୁ ଧକ୍କା ଦେଲା ଟ୍ରଭେରା ଗାଡି । ୧୨ ଜଣ ଗୁରୁତର ଥିବା ବେଳେ ସମସ୍ତ ଙ୍କୁ ବାଲେଶ୍ୱର ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଆଜି ସକାଳ ୧୬ ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟରେ,ପୁରୀ ରୁ ଭୋଗରାଇ ର ନିମାତପୁର ଅଭିମୁଖେ ଆସୁଥିବା ଟ୍ରଭେରା ଗାଡି ଛିଡା ହୋଇଥିବା ଟ୍ରକ କୁ ଧକ୍କା ଦେଇଥିଲା. ଘଟଣା ସ୍ଥଳ ରେ ବସ୍ତା ପୋଲିସ, ଅଗ୍ନିଶମ ବାହିନୀ ଉଦ୍ଧାର କରି ସମସ୍ତ ଯାତ୍ରୀ ଙ୍କୁ ପ୍ରଥମେ ବସ୍ତା ପରେ ବାଲେଶ୍ୱର ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳ ରୁ ଟ୍ରକ ଫେରାର  ।
 #accident #balasore #BASTA #bharatnewsodia

#ପୁରି_ଜଗନ୍ନାଥ_ଦର୍ଶନ_ସାରି_ଘରକୁ_ଫେରୁଥିବା_ବେଳେ_ଦୁର୍ଘଟଣା । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୧୬ନମ୍ବର ଜାତୀୟ ରାଜପଥ ର କୁଣ୍ଡପୁର ଛକ ନିକଟରେ ଛିଡା ହୋଇଥିବା ଟ୍ରକ କୁ ପଛ ପଟୁ ଧକ୍କା ଦେଲା ଟ୍ରଭେରା ଗାଡି । ୧୨ ଜଣ ଗୁରୁତର ଥିବା ବେଳେ ସମସ୍ତ ଙ୍କୁ ବାଲେଶ୍ୱର ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଆଜି ସକାଳ ୧୬ ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟରେ,ପୁରୀ ରୁ ଭୋଗରାଇ ର ନିମାତପୁର ଅଭିମୁଖେ ଆସୁଥିବା ଟ୍ରଭେରା ଗାଡି ଛିଡା ହୋଇଥିବା ଟ୍ରକ କୁ ଧକ୍କା ଦେଇଥିଲା. ଘଟଣା ସ୍ଥଳ ରେ ବସ୍ତା ପୋଲିସ, ଅଗ୍ନିଶମ ବାହିନୀ ଉଦ୍ଧାର କରି ସମସ୍ତ ଯାତ୍ରୀ ଙ୍କୁ ପ୍ରଥମେ ବସ୍ତା ପରେ ବାଲେଶ୍ୱର ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳ ରୁ ଟ୍ରକ ଫେରାର । #accident #balasore #BASTA #bharatnewsodia

Singla, Balasore | Jul 8, 2026

#ହଜିଥିବା_ଟଙ୍କା_ଏବଂ_ମୋବାଇଲ_ରାସ୍ତାରୁ_ପାଇ_ମାଲିକଙ୍କୁ_ଫେରାଇ #ମହାନତା_ଦେଖାଇଲେ_ଯୁବକ ବସ୍ତା ବ୍ଲକ କଇନଗରୀ ପଞ୍ଚାୟତ କଇନଗରୀ ଗ୍ରାମର ପ୍ରଭାକର ମାନ୍ନା ଙ୍କ ପୁଅ ଦୀପକ କୁମାର ମାନ୍ନା ଘର ପାଖରୁ ବସ୍ତା ଆଡକୁ ଯାଉଥିବାବେଳେ ପେଜଗଳା ପୋଲ ପାଖରେ ମୋବାଇଲ ଏବଂ କିଛି ଟଙ୍କା ରାସ୍ତାରେ ପଡିଯାଇଥିଲା,ଉକ୍ତ ରାସ୍ତା ଦେଇ ସିଂଲା ଗ୍ରାମର ତପନ କୁମାର ସେଠୀ ଟଙ୍କା ଏବଂ ମୋବାଇଲ ପାଇ ସିଂଲା ଥାନାରେ ପହଞ୍ଚି ଥାନା ସହାୟତାରେ ଉକ୍ତ ବ୍ୟକ୍ତି ଙ୍କୁ ଯୋଗାଯୋଗ କରିଥିଲେ,ଉକ୍ତ ବ୍ୟକ୍ତି ଜଣକ ଥାନାରେ ପହଞ୍ଚି ଥାନା ଏସ ଆଇ ତପନ କୁମାର ଜେନା ଏବଂ କନେଷ୍ଟବଳ ଜାଟା ହେମ୍ବ୍ରମ ଙ୍କ ଉପସ୍ଥିତିରେ ତାଙ୍କର ହଜିଯାଇଥିବା ଟଙ୍କା ଏବଂ ମୋବାଇଲ ଫେରି ପାଇବା ସହ ଏଭଳି ମହାନତା ଦେଖାଇ ଥିବା ତପନ ସେଠୀଙ୍କୁ ଧନ୍ୟବାଦ ଦେଇଥିଲେ । - Singla News