#ପୁରି_ଜଗନ୍ନାଥ_ଦର୍ଶନ_ସାରି_ଘରକୁ_ଫେରୁଥିବା_ବେଳେ_ଦୁର୍ଘଟଣା ।
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୧୬ନମ୍ବର ଜାତୀୟ ରାଜପଥ ର କୁଣ୍ଡପୁର ଛକ ନିକଟରେ ଛିଡା ହୋଇଥିବା ଟ୍ରକ କୁ ପଛ ପଟୁ ଧକ୍କା ଦେଲା ଟ୍ରଭେରା ଗାଡି । ୧୨ ଜଣ ଗୁରୁତର ଥିବା ବେଳେ ସମସ୍ତ ଙ୍କୁ ବାଲେଶ୍ୱର ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଆଜି ସକାଳ ୧୬ ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟରେ,ପୁରୀ ରୁ ଭୋଗରାଇ ର ନିମାତପୁର ଅଭିମୁଖେ ଆସୁଥିବା ଟ୍ରଭେରା ଗାଡି ଛିଡା ହୋଇଥିବା ଟ୍ରକ କୁ ଧକ୍କା ଦେଇଥିଲା. ଘଟଣା ସ୍ଥଳ ରେ ବସ୍ତା ପୋଲିସ, ଅଗ୍ନିଶମ ବାହିନୀ ଉଦ୍ଧାର କରି ସମସ୍ତ ଯାତ୍ରୀ ଙ୍କୁ ପ୍ରଥମେ ବସ୍ତା ପରେ ବାଲେଶ୍ୱର ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳ ରୁ ଟ୍ରକ ଫେରାର ।
#accident #balasore #BASTA #bharatnewsodia