ଆଠଗଡ: ପ୍ରବଳ ବର୍ଷା ଓ ପବନ ଆଠଗଡ଼ ଟାଉନ ଅଞ୍ଚଳରେ ରଚିଲା ତାଣ୍ଡବ, ଗଛ ପଡି ରାସ୍ତା ଅବରୋଧ
ଆଜି ଅପରାହ୍ନ ରେ ପ୍ରବଳ ବର୍ଷା ଓ ପବନ ଆଠଗଡ଼ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଥିଲା। ଏହା ପରେ ଆଠଗଡ଼ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ରାସ୍ତା ଘାଟ ସଫା କରିଥିଲେ। ଶୁଖିଲା ଗଛ ପଡି ରାସ୍ତା ଅବରୋଧ ମଧ୍ୟ ହୋଇଥିଲା।