Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ବୌଦ୍ଧ ସଦର: ଇନ୍ଦ୍ରପୁର ଗ୍ରାମ ରାସ୍ତାରୁ ୩୭.୫ଲିଟର ଦେଶି ମଦ ଜବତ ସହିତ ଆସାମୀକୁ ଗିରଫ କରି ଅଦାଲତର ଦ୍ୱାରସ

ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ପୂରୁଣା କଟକ ଥାନା ଅନ୍ତର୍ଗତ ଇଦ୍ରପୁର ଗ୍ରାମ ରାସ୍ତାରେ ବେଆନ ମଦ କାରବାର ନେଇ ହରଭଙ୍ଗା ଅବକାରୀ ପୋଲିସ ସକାଳ ପାଖପାଖି ୧୦ଟା ସମୟରେ ଚଢ଼ାଉ କରି ଥିଲା l ଏହି ଚଢ଼ାଉରେ ୩୭.୫ଲିଟର ଦେଶି ମହୁଲି ମଦକୁ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ୫୦ବର୍ଷୀୟ ଲଷ୍ମୀଧର ଜାଲକୁ ଗିରଫ କରି ୧୦୯/୨୦୨୪-୨୬ରେ ମାମଲା ରୁଜୁ କରି l ଆସାମୀ ଲଷ୍ମୀଧର ଜାଲକୁ ମାନ୍ୟବର ଅଦାଲତର ଦ୍ୱାରସ୍ତ l