Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ଆସିକା: ବହୁପୁରାତନ ନୂଆଗାଁ ଚିନିଶିଳ୍ପ ଜଗନ୍ନାଥ ମନ୍ଦିର, ସୁନାମ୍ବ ସାହି ସମେତ ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ

Asika, Ganjam | Jul 5, 2025
ଜନ୍ମ ବେଦୀ ରେ ଲୀଳାଖେଳା ପରେ ଆଜି ରତ୍ନ ବେଦୀକୁ ଫେରିଛନ୍ତି କୋଟି ଓଡିଆ ଙ୍କ ମୌଡ଼ମଣି ଶ୍ରୀ ଜଗନ୍ନାଥ, ବଡଭାଇ ବଳଭଦ୍ର ଭଉଣୀ ସୁଭଦ୍ରା l ଦଶ ଦୀନ ପରେ ମହାପ୍ରଭୁ ରତ୍ନ ବେଦୀ କୁ ପ୍ରତ୍ୟାବର୍ତନ ନେଇ ସେବକ ଆରମ୍ଭକରି ଶ୍ରଦ୍ଧାଳୁ ସମସ୍ତ ଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ l ମହାପ୍ରଭୁ ଙ୍କ ବାହୁଡା଼ ଯାତ୍ରା ପାଇଁ ପୁରୀ ଠୁ ନେଇ ରାଜ୍ୟ ର ସମସ୍ତ ଜଗନ୍ନାଥ ମନ୍ଦିର ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିନ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକା ର ନୂଆଗାଁ ଚିନି ଶିଳ୍ପ ର ବହୁ ପୁରାତନ ଜଗନ୍ନାଥ ମନ୍ଦିର, ସହର ର ସୁନାମ୍ବ ସାହି ସମେତ ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ