Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana
image
image

ଅପରାଧ ମୁକ୍ତ କନ୍ଧମାଳ ଜିଲ୍ଲା ପାଇଁ ପୋଲିସ ର ପେଟ୍ରୋଲୀଙ୍ଗ ରାସ୍ତା ପାସ୍ୱା ରେ ମଦୁଆ କୁ ଧରି ଚେତାବନୀ ଦେଲା ପୋଲିସ

MORE NEWS

ଜିଲ୍ଲାର ୩ଟି ପ୍ରମୁଖ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ପ୍ରଶ୍ନ! 
​ବୌଦ୍ଧ ନାଗରିକ କମିଟିର ସମ୍ପାଦକ ଶ୍ରୀ ବିଶ୍ୱେଶ୍ୱର ପୃଷ୍ଟି ଜିଲ୍ଲାର ତିନୋଟି ମୁଖ୍ୟ ଓ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ମାନ୍ୟବର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ସିଧାସଳଖ ପ୍ରଶ୍ନ କରିଛନ୍ତି।
​ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ କଣ ଉତ୍ତର ଦେଲେ? ପ୍ରଶାସନର ଆଗାମୀ ପଦକ୍ଷେପ କଣ ରହିବ? ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। 
​#BoudhNews #BoudhCitizenCommittee #DistrictCollector #PublicIssues #OdishaNews #LocalIssues #Boudh Updates

ଜିଲ୍ଲାର ୩ଟି ପ୍ରମୁଖ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ପ୍ରଶ୍ନ! ​ବୌଦ୍ଧ ନାଗରିକ କମିଟିର ସମ୍ପାଦକ ଶ୍ରୀ ବିଶ୍ୱେଶ୍ୱର ପୃଷ୍ଟି ଜିଲ୍ଲାର ତିନୋଟି ମୁଖ୍ୟ ଓ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ମାନ୍ୟବର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ସିଧାସଳଖ ପ୍ରଶ୍ନ କରିଛନ୍ତି। ​ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ କଣ ଉତ୍ତର ଦେଲେ? ପ୍ରଶାସନର ଆଗାମୀ ପଦକ୍ଷେପ କଣ ରହିବ? ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ​#BoudhNews #BoudhCitizenCommittee #DistrictCollector #PublicIssues #OdishaNews #LocalIssues #Boudh Updates

Baudh Sadar, Boudh (Bauda) | Jul 11, 2026

ମଦ୍ୟପ ବାଇକ ଚାଳକର ଉନ୍ମତ୍ତ କାଣ୍ଡ: ଛୁରାମାଡ଼ରେ ୩ ଗୁରୁତର, ୨ ଆହତ! 
​ବାଉଁଶୁଣୀ ଥାନା ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଜଣେ ମଦ୍ୟପ ବାଇକ ଚାଳକ ପ୍ରଥମେ ଜଣେ ନାବାଳିକାକୁ ଧକ୍କା ଦେବା ପରେ, ଉଦ୍ଧାର କରିବାକୁ ଆସିଥିବା ସ୍ଥାନୀୟ ଲୋକଙ୍କୁ ଛୁରାରେ ଆତର୍କିତ ଆକ୍ରମଣ କରିଛି।
ଋଶିବନ୍ଧ ଗ୍ରାମର ହିରୋ ମଲ୍ଲିକ (ପୋଲିସ ଦ୍ୱାରା ଅଟକ)
​୩ ଜଣ ଗୁରୁତରଙ୍କୁ ସୋନପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।
​ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ଛୁରା ଜବତ କରିବା ସହ ତଦନ୍ତ ଚଳାଇଛି।
​#BaudhNews #Baunsuni #CrimeNews #RoadAccident #OdishaNews #OdishaPolice #BreakingNews

ମଦ୍ୟପ ବାଇକ ଚାଳକର ଉନ୍ମତ୍ତ କାଣ୍ଡ: ଛୁରାମାଡ଼ରେ ୩ ଗୁରୁତର, ୨ ଆହତ! ​ବାଉଁଶୁଣୀ ଥାନା ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଜଣେ ମଦ୍ୟପ ବାଇକ ଚାଳକ ପ୍ରଥମେ ଜଣେ ନାବାଳିକାକୁ ଧକ୍କା ଦେବା ପରେ, ଉଦ୍ଧାର କରିବାକୁ ଆସିଥିବା ସ୍ଥାନୀୟ ଲୋକଙ୍କୁ ଛୁରାରେ ଆତର୍କିତ ଆକ୍ରମଣ କରିଛି। ଋଶିବନ୍ଧ ଗ୍ରାମର ହିରୋ ମଲ୍ଲିକ (ପୋଲିସ ଦ୍ୱାରା ଅଟକ) ​୩ ଜଣ ଗୁରୁତରଙ୍କୁ ସୋନପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ​ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ଛୁରା ଜବତ କରିବା ସହ ତଦନ୍ତ ଚଳାଇଛି। ​#BaudhNews #Baunsuni #CrimeNews #RoadAccident #OdishaNews #OdishaPolice #BreakingNews

Baudh Sadar, Boudh (Bauda) | Jul 11, 2026

ବୌଦ୍ଧରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ : ଆଧୁନିକ ମତ୍ସ୍ୟଚାଷ ମାଧ୍ୟମରେ ଆର୍ଥିକ ସମୃଦ୍ଧି ଉପରେ ଗୁରୁତ୍ୱ l

ବୌଦ୍ଧରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ : ଆଧୁନିକ ମତ୍ସ୍ୟଚାଷ ମାଧ୍ୟମରେ ଆର୍ଥିକ ସମୃଦ୍ଧି ଉପରେ ଗୁରୁତ୍ୱ l

Baudh Sadar, Boudh (Bauda) | Jul 11, 2026

ଅପରାଧ ମୁକ୍ତ କନ୍ଧମାଳ ଜିଲ୍ଲା ପାଇଁ ପୋଲିସ ର ପେଟ୍ରୋଲୀଙ୍ଗ ରାସ୍ତା ପାସ୍ୱା ରେ ମଦୁଆ କୁ ଧରି ଚେତାବନୀ ଦେଲା ପୋଲିସ - Baudh Sadar News