କଣ୍ଟାମାଳ ପୋଲିସ ଦ୍ୱାରା ୩୭ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ
କଣ୍ଟାମାଳ ଥାନା SI ଏମ.ଏସ. ପ୍ରଧାନ ପାଟ୍ରୋଲିଂ ସମୟରେ ଏକ ହଳଦିଆ ରଙ୍ଗର ଅଟୋ (OD 05 BY 6915) କୁ ଅଟକାଇ ଯାଞ୍ଚ କରିବା ପରେ ୩୭ କେଜି ଗଞ୍ଜେଇ ଜବତ କରିଛନ୍ତି।
ଗିରଫ ଅଭିଯୁକ୍ତ: ସୁଶୀଲ ବାରିକ (୩୦ ବର୍ଷ), ଗ୍ରାମ- ଦୁମଦୁମି, ଥାନା- ଲୋଇସିଂହା, ଜିଲ୍ଲା- ବଲାଙ୍ଗୀର।
ଜବତ ସାମଗ୍ରୀ:
🔹 ୩୭ କେଜି ଗଞ୍ଜେଇ (ମୂଲ୍ୟ ₹୩,୭୦,୦୦୦/-)
🔹 ଗୋଟିଏ ଅଟୋ (ମୂଲ୍ୟ ₹୨,୦୦,୦୦୦/-)
🔹 ୨ଟି ମୋବାଇଲ ଫୋନ
ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
#OdishaPolice #KantamalPS #DrugFreeOdisha
Baudh Sadar, Boudh (Bauda) | Jul 27, 2026