ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଜରଡ଼ା ଗ୍ରାମପଞ୍ଚାୟତରେ ଏ-ୱାନ ସମାଜସେବୀ ଯୁବକଙ୍କ ଦ୍ୱାରା ସଫଳ ରକ୍ତଦାନ ଶିବିର ଆୟୋଜିତ। ରକ୍ତଦାତାଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ କଲେ ପ୍ରଶଂସା।