ନୂଆପଡା: ଖରିଆର ରୋଡରେ ଚର୍ଚ୍ଚାରେ ନିଶାନ୍ତ ଡାଗାଙ୍କ ମୁସ୍କାନ କାର୍ଯ୍ୟକ୍ରମ
ଖରିଆର ରୋଡ ଏନ ଏ ସି ଉପାଧ୍ୟକ୍ଷ ନିଶାନ୍ତ ଡାଗାଙ୍କ ଦଶ ବର୍ଷ ପୁରୁଣା ମୁସ୍କାନ କାର୍ଯ୍ୟକ୍ରମ ଏବେ ଚର୍ଚ୍ଚାରେ। ଦୀପାବଳିରେ ଛୋଟ ପିଲାଙ୍କୁ ଖୁସି ଦେବା ପାଇଁ ଆରମ୍ଭ ହୋଇଥିବା ଏହି ଅଭିନବ କାର୍ଯ୍ୟକ୍ରମ ସମ୍ପର୍କରେ ସେ ନିଜେ ଦେଇଛନ୍ତି ପ୍ରତିକ୍ରିୟା।