Public App Logo
Jansamasya
Congress
Modi
Delhi
Viral
���िल्ली
Breakingnews
���हिला
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarakhand
Crimenews
Education
China
Bareilly
���्रशासन
Agra
Politics
Abvp
Fatehpur
Jodhpur
Uppolice
Westbengal
Yogiadityanath
Farrukhabad
Raebareli

ଦଶମନ୍ତପୁର: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଧନପତି ସାଉନ୍ତା ଙ୍କ ଦ୍ଵାରା ଲୁଲା ଗ୍ରାମରେ ଭୋଟ ଚୋର ଗାଡ଼ି ଚଡକର୍ଯ୍ୟକ୍ରମଅନୁଷ୍ଟିତ

Dasamantapur, Koraput | Oct 9, 2025
କୋରାପୁଟ ....କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଧନପତି ଶାଉନ୍ତା ଙ୍କ ନେତୃତ୍ବରେ ରାହୁଲ ଗାନ୍ଧୀ ଙ୍କ ୱାହାନ କ୍ରମେ ବିଭିନ୍ନ ପଞ୍ଚାୟତରେ ଭୋଟ ଚର ଗାଦି ଛଡ଼ କାର୍ଯ୍ୟ କ୍ରମ ଅନୁଷ୍ଟିତ । ଏହି କାର୍ଯ୍ୟକ୍ରମ ଟି ଲୁଲା ପଞ୍ଚାୟତ ଓ ନନ୍ଦି ଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମ ମାନଙ୍କରେ କରାଯାଇ ଥିଲା। ଏଥିରେ ଗ୍ରାମ ବାସୀ ସମେତ ପଞ୍ଚାୟତ କଂଗ୍ରେସ ସଭାପତି ଉପସ୍ଥିତ ରହି କାର୍ଯକ୍ରମ କରିଥିବା ଦେଖା ଦେଇଛି। ଏହି ଅବସରରେ ଅନେକ ଲୋକ ସାମିଲ ହୋଇଥିବା ଦେଖା ଦେଇଛି।