ବୌଦ୍ଧ ସଦର: ବୌଦ୍ଧ: ହାଟଗାଁ ମା ଆଦିଶକ୍ତିଙ୍କ ପୀଠରେ ନବରାତ୍ର ଉଦ୍ଯାପିତ, ସାମିଲ ହେଲେ ହଜାର ହଜାର ଭକ୍ତ
ବୌଦ୍ଧ ଜିଲ୍ଲା ହାଟଗାଁ ମା ଆଦିଶକ୍ତିଙ୍କ ପୀଠରେ ମହା ସମାରୋହରେ ଶାରଦୀୟ ନବରାତ୍ର ଉଦ୍ଯାପିତ। କାର୍ଯ୍ୟକ୍ରମରେ ଗୋ-ସମ୍ମାନ ଅଭିଯାନ ନେଇ ଆହ୍ୱାନ ଦେଲେ ଶ୍ରୀମାନ ଆଦିତ୍ୟ ଦାସ ବ୍ରହ୍ମଚାରୀ। ଆସନ୍ତା 17 ଡିସେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଗୋ-ସମ୍ମାନ ଦିବସ।