ଛେଣ୍ଡିପଦା: ପାତ୍ରପଡ଼ାରେ ପୂଜା ମଣ୍ଡପ ବୁଲିଲେ ପୂର୍ବତନ ବିଧାୟକ ସୁଶାନ୍ତ ବେହେରା
ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ପାତ୍ରପଡ଼ା ଗ୍ରାମ ପଞ୍ଚାୟତରେ ଦୁଇଟି ପୂଜା ମଣ୍ଡପ ପରିଦର୍ଶନ କଲେ ପୂର୍ବତନ ବିଧାୟକ ସୁଶାନ୍ତ ବେହେରା । ସ୍ଥାନୀୟ ଲୋକଙ୍କ ସହ ମିଶି ମା’ଙ୍କ ଦର୍ଶନ କରିବା ସହ ନେଇଛନ୍ତି ଆଶୀର୍ବାଦ ।