Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲିରେମାଦକ୍ଷୀଣେଶ୍ବରୀନର୍ସିଂକଲେଜର ୨ୟ ବାର୍ଷିକ ଉତ୍ସବ,ମୁଖ୍ୟଅତିଥିଭାବେ ଯୋଗଦେଲେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ

Bhadrak Rural, Bhadrak | Sep 19, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ମା ଦକ୍ଷିଣେ ଶ୍ୱରୀ କାଳୀ ମେଡିକାଲ ସାଇନ୍ସ ଏଣ୍ଡ ନରସିଙ୍ଗ କଲେଜର ୨ୟ ବାର୍ଷିକଉତ୍ସବରେମୁଖ୍ୟ ଅତିଥିଭାବେଚାନ୍ଦବାଲିଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରଅଧିକାରୀଡ଼ ଅଶୋକମିଶ୍ର,ବିଶେଷଅତିଥିଭାବେଚାନ୍ଦବାଲିଥାନାଅଧିକାରୀ ପରେଶ ମହାନ୍ତି,ବାରଆସୋସିଏସନସଭାପତିଉପେନ୍ଦ୍ରରାଉଳ, ସମାଜସେବୀତାରାପଦମହାନ୍ତିଯୋଗଦେଇଏନଏମଓ ଜିଏନଏମଛାତ୍ରଛାତ୍ରୀଙ୍କଉଦଶ୍ୟରେଅଭିଭାଷଣଦେବାସହ ଅବସରପ୍ରାପ୍ତହୋମପଥିକଡ଼ମନମୋହନସୁତାରଓଶରତ କୁମାରପଲ୍ଲାଇକୁଶ୍ରେଷ୍ଠଗୁରୁସମ୍ମାନରେସମ୍ମାନିତକରିଥିଲେ, ପାରେ କଲେଜକୃତିଛାତ୍ରୀମାନଙ୍କୁ,ପୁରସ୍କୃତକରିଥିଲେ।ଆଜିଦିନ୨ଘଟିକାସମୟରେଅନୁଷ୍ଠିତହୋଇଥିଲା।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲିରେମାଦକ୍ଷୀଣେଶ୍ବରୀନର୍ସିଂକଲେଜର ୨ୟ ବାର୍ଷିକ ଉତ୍ସବ,ମୁଖ୍ୟଅତିଥିଭାବେ ଯୋଗଦେଲେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ - Bhadrak Rural News