ନୀଳଗିରି: ରଣସାହିରେ ମା ଗଜଲକ୍ଷ୍ମୀଙ୍କ ପୂଜାରେ ଯୋଗଦେଲେ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ
ରଣସାହି ପଞ୍ଚାୟତରେ ଗଜଲକ୍ଷ୍ମୀ ପୂଜା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ। ମାଙ୍କ ଦର୍ଶନ କରିବା ସହ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କଲେ ଶ୍ରୀ ଦାସ।