ତାଳଚେର: କନ୍ଧାଳ ପଞ୍ଚାୟତରେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ
Talcher, Angul | Nov 22, 2026
କନ୍ଧାଳ ଗ୍ରାମପଞ୍ଚାୟତର ବାଲୁଙ୍ଗା ଅଙ୍ଗନୱାଡ଼ି କେନ୍ଦ୍ରରେ ଜାତୀୟ ପୋଲିଓ ଦିବସ ଅବସରରେ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ କରାଯାଇଛି। ସରପଞ୍ଚ ରଙ୍ଗାଧର ନାହାକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।