Public App Logo
Jansamasya
Haryana
Uttarakhand
Crimenews
Education
Bareilly
Agra
Politics
Abvp
���ायल
Fatehpur
Jodhpur
Amitshah
Uppolice
Live
Pratapgarh
Westbengal
Ballia
Farrukhabad
Mirzapur
Rain
Tikamgarh
Trending
Prayagraj
Modiji
Protest
���तरपुर
���ोगी_आदित्यनाथ
Indianrailways
Letestnews

ଓରିଏଣ୍ଟ: ବ୍ରଜରାଜନଗର ଟନେଲ ରୋଡ଼ରେ ପ୍ରାୟ ୬ ଫୁଟ ଉଚ୍ଚର ପାଣି , ଯାତାୟତ ହେଲା ବାଧାପ୍ରାପ୍ତ

Orient, Jharsuguda | Jul 6, 2025
ଲଗାଣ ବର୍ଷାରେ ବେହାଲ ବ୍ରଜରାଜନଗର l ବ୍ରଜରାଜନଗର ଟନେଲ ରୋଡ଼ରେ ପ୍ରାୟ ୬ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି l ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ମୁଖ୍ୟ ମାର୍କେଟରୁ ଲମଟିବାହାଲ, ଯୋବ ଅଂଚଳକୁ ସଂଯୋଗ କରୁଥିବା ଏକମାତ୍ର ଟନେଲ ରୋଡ଼ ରେ ଶନିବାର ସକାଳୁ ଚାରି ଫୁଟ ରୁ ଅଧିକ ପାଣି ପ୍ରବାହିତ ହେଉଥିବାବେଳେ ଲଗାଣ ବର୍ଷା ଯୋଗୁଁ ଆଜି ସକାଳ 7 ଟା ରୁ ଜଳ ସ୍ତର ବଢ଼ି ପ୍ରାୟ ୬ ଫୁଟ ଉଚ୍ଚ ର ପାଣି ପ୍ରବାହିତ ହେଉଛି l ଫଳରେ ବ୍ରଜରାଜନଗର ମୁଖ୍ୟ ମାର୍କେଟ ଏବଂ ଲମଟିବାହାଲ ର ରାସ୍ତାରେ ଯାତାୟାତ ବିଛିନ୍ନ ହୋଇଛି l