Public App Logo
Jansamasya
News
पुलिस
Bjp
National
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर
Uttarpradesh
Haryana

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ବିଜୁ ଜନତା ଦଳ ସମ୍ବଲପୁର ମହାନଗର ପକ୍ଷରୁ ସାକ୍ଷିପଡା ଆଦିବାସୀ କ୍ଲବ ଠାରେ ଶ୍ରଦ୍ଧାଞ୍ଜଳୀ ଶୋକସଭା ଅନୁଷ୍ଠିତ

Sambalpur M, Sambalpur | Jul 16, 2025
ଆଜି ସଂଧ୍ୟାରେ ବିଜୁ ଜନତା ଦଳ ସମ୍ବଲପୁର ମହାନଗର ପକ୍ଷରୁ ସମ୍ବଲପୁର ସାକ୍ଷିପଡା ଆଦିବାସୀ କ୍ଲବ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ସହରର ଯୁବ ବିଜେଡି ନେତା ପ୍ରବୀର କୁମାର ସିଂ ଦେଓଙ୍କ ପରଲୋକରେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଜିବନୀ ନେଇ ଆଲୋଚନା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏଥିରେ ସମ୍ବଲପୁର ବିଜୁ ଜନତା ଦଳ ସମ୍ବଲପୁର ମହାନଗର ପକ୍ଷରୁ ବବି ସିଂଙ୍କ ସମେତ ଆଦିବାସୀ କ୍ଲବ ର ସବୁ ସଭ ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ।

MORE NEWS