ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଚୟନ ସମିତିରେ ଓଡ଼ିଶାର ପ୍ରଜ୍ଞାନ ଓଝା ଓ ଶିବସୁନ୍ଦର ଦାସ
Bhubaneswar, Khordha | Oct 20, 2026
ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଚୟନ ସମିତିରେ ପ୍ରଜ୍ଞାନ ଓଝା ଅଧ୍ୟକ୍ଷ ଏବଂ ଶିବସୁନ୍ଦର ଦାସ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଏହି ଖବରକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।