Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଘୋଡାହାଡ ଡ୍ୟାମରେ କୁମ୍ଵିର ଗଣନା କାର୍ଯ୍ୟକ୍ରମ ଦ୍ଵିତୀୟ ଦିନରେ ପହଁଚିଛି ।

Digapahandi, Ganjam | Jan 9, 2026
ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଘୋଡାହାଡ ଡ୍ୟାମରେ କୁମ୍ଵିର ଗଣନା କାର୍ଯ୍ୟକ୍ରମ ଦ୍ଵିତୀୟ ଦିନରେ ପହଁଚିଛି । ଏହି କାର୍ଯ୍ୟକ୍ରମ ମଧ୍ୟ ଅ।ଜି ଦିନ 11 ଘଣ୍ଟ ସମୟରେ ହୋଇଥିବା ବେଳେ ବନ ବିଭାଗର ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ କୁମ୍ଵିର ଗଣନା କରିଥିଲେ । ଏହି କୁମ୍ଵିର ଗଣନା କାର୍ଯ୍ୟକ୍ରମ ଅ।ହୁରି କିଛି ଦିନ ଚାଲୁ ରହିବ ବୋଲି ସୂଚନା ମିଳିଛି ।
ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଘୋଡାହାଡ ଡ୍ୟାମରେ କୁମ୍ଵିର ଗଣନା କାର୍ଯ୍ୟକ୍ରମ ଦ୍ଵିତୀୟ ଦିନରେ ପହଁଚିଛି । - Digapahandi News