ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୋପାଳପୁର ଗ୍ରାମରେ ଘର ଚଟିଅ। ସଂରକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଂରକ୍ଷଣ କାର୍ଯ୍ୟକ୍ରମ ଅ।ଜି ଦିନ 11 ଘଣ୍ଟ ସମୟରେ ହୋଇଥିବାର ସୂଚନା ମିଳିଥିବା ବେଳେ ବିଭିନ୍ନ ସଙ୍ଗଠନର ସଦସ୍ୟ ମାନେ ଗାଁରେ ପହଁଚି ଲୋକଙ୍କୁ ସଚେତନତା କରାଇବା ସହ ଘର ଚଟିଅ।ର ସୂରକ୍ଷା ଉପରେ ଅ।ଲୋପାତ କରିଥିଲେ ।